ଶିକ୍ଷାବିଭାଗରେ ଓଡ଼ିଆ ଅସ୍ମିତା ସଂଘର୍ଷ କରୁଛି

ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ରାଜ୍ୟରେ ବିଜେପି ୨୪ ବର୍ଷର ବିଜେଡି ସରକାରକୁ ହଟାଇ ଶାସନକୁ ଆସିଛି । ମାତ୍ର ଭାଷା, ସାହିତ୍ୟ ଶିକ୍ଷା ପରି ଓଡ଼ିଆ ଅସ୍ମିତା ଏବେ ନିଜର ପରିଚୟ ପାଇଁ ସଂଘର୍ଷ କରୁଛି। ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଓଡ଼ିଆ ଭାଷାର ବ୍ୟବହାର ହ୍ରାସ ପାଉଥିବାବେଳେ ଏଥିରେ ଶିକ୍ଷାଦାନ ଓ ଗବେଷଣା ପ୍ରଭାବିତ ହୋଇଛି। ରାଜ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଏହି ବିଷୟ ପାଇଁ ପର୍ଯ୍ୟାପ୍ତ ଶିକ୍ଷକ ଅଭାବ ଥିବାରୁ ଓଡ଼ିଆ … Continue reading ଶିକ୍ଷାବିଭାଗରେ ଓଡ଼ିଆ ଅସ୍ମିତା ସଂଘର୍ଷ କରୁଛି