ଓବିସିଙ୍କ କାଳନିମି: ଅରୁଣ, ରାଜା, ଶ୍ରୀକାନ୍ତ
ଓବିସି ସଂରକ୍ଷଣକୁ ନେଇ ରାଜ୍ୟ ରାଜନୀତି ଏବେ କିଛିଦିନ ହେଲା ପୁଣି ସରଗରମ ହୋଇଛି। ବିଜେଡିର ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ କଂଗ୍ରେସର ଶ୍ରୀକାନ୍ତ ଜେନା ଏ ପ୍ରସଙ୍ଗକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚିତ ରହିଛନ୍ତି। ସାମ୍ବାଦିକଙ୍କୁ ବିଭିନ୍ନ ସୂଚନା ଦେବା, ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିବା, କିପରି ଓବିସିଙ୍କ ସ୍ୱାର୍ଥ ହାସଲ ପାଇଁ ପଦକ୍ଷେପ ନିଆଯାଇପାରିବ ସେ ବିଷୟରେ କହୁଛନ୍ତି। କିନ୍ତୁ ଜାଣିଛନ୍ତି ଏ ତିନି ନେତା ଓବିସିଙ୍କ ପାଇଁ କାଳନିମି ସଦୃଶ। ବାଲ୍ମିକୀ … Continue reading ଓବିସିଙ୍କ କାଳନିମି: ଅରୁଣ, ରାଜା, ଶ୍ରୀକାନ୍ତ
Copy and paste this URL into your WordPress site to embed
Copy and paste this code into your site to embed