‘OBC’ weapon in Odisha politics of 2027 war ।। ୨୦୨୯ର ମହାସମର ଓଡ଼ିଶା ରାଜନୀତିରେ ‘ଓବିସି’ ଅସ୍ତ୍ର

ଓଡ଼ିଶା ରାଜନୀତିରେ ବହୁ ବର୍ଷ ଧରି ‘ଜଗନ୍ନାଥ ସଂସ୍କୃତି’ ଏବଂ ‘ସ୍ୱଚ୍ଛ ଶାସନ’ର ଯେଉଁ ଆବରଣ ରହିଥିଲା, ତାହା ଏବେ ଜାତିଭିତ୍ତିକ ସମୀକରଣ ଆଡ଼କୁ ମୁହାଁଇଛି। ୨୦୨୪ ନିର୍ବାଚନରେ କ୍ଷମତା ପରିବର୍ତ୍ତନ ପରେ, ଏବେ ସମସ୍ତ ରାଜନୈତିକ ଦଳଙ୍କ ନଜର ୨୦୨୯ ଉପରେ। ଆଉ ଏହି ଆଗାମୀ ମହାସମରର କେନ୍ଦ୍ରବିନ୍ଦୁ ସାଜିବାକୁ ଯାଉଛି ‘ଓବିସି’ ଏବଂ ‘ଏସଇବିସି’ ପ୍ରସଙ୍ଗ। ରାଜ୍ୟ ଜନସଂଖ୍ୟାର ପ୍ରାୟ ୫୦ ପ୍ରତିଶତରୁ ଅଧିକ ଭାଗ କୁହାଯାଉଥିବା ଏହି ବୃହତ୍ତର ମତଦାତାମାନଙ୍କୁ ନିଜ ସପକ୍ଷକୁ … Continue reading ‘OBC’ weapon in Odisha politics of 2027 war ।। ୨୦୨୯ର ମହାସମର ଓଡ଼ିଶା ରାଜନୀତିରେ ‘ଓବିସି’ ଅସ୍ତ୍ର