ରାଜନୀତିରେ ଓବିସି ପଞ୍ଝା

ଜାତିଭିତ୍ତିକ ରାଜନୀତିର କ୍ଷମତାକୁ ଆକଳନ କରିବାରେ ଅସମର୍ଥ ହୋଇଥିବା କଂଗ୍ରେସ ୯୦ ଦଶକରୁ ପତନାଭିମୁଖୀ ହୋଇଥିଲା। ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧିଙ୍କ ଦକ୍ଷ ନେତୃତ୍ୱ, କଂଗ୍ରେସ ପାର୍ଟିର ଦୀର୍ଘ ରାଜନୀତିକ ଅଭିଜ୍ଞତା ବି ସେତେବେଳେ ପାର୍ଟିକୁ ରକ୍ଷା କରିପାରିନଥିଲା। ଫଳରେ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଭାରତୀୟ ରାଜନୀତିରେ ଅନିଶ୍ଚିତତା ଲାଗି ରହିବା ପରେ କଂଗ୍ରେସ ପହଞ୍ଚିଛି ବିରୋଧୀ ଦଳରେ। ଆଜି ପୁଣିଥରେ ସେହିପରି ଏକ ପରିବେଶ ଭାରତୀୟ ରାଜନୀତିରେ ଉଭା ହୋଇଛି। ତାହା ହେଉଛି … Continue reading ରାଜନୀତିରେ ଓବିସି ପଞ୍ଝା