Nuclear war now in danger ।। ଏବେ ପରମାଣୁ ଯୁଦ୍ଧ ବିପଦ

ଆଜିର ବିଶ୍ୱ ଏକ ଭୟାବହ ସନ୍ଧିକ୍ଷଣରେ ଠିଆ ହୋଇଛି । ଆମେରିକା ଓ ରୁଷିଆ ମଧ୍ୟରେ ଥିବା ଏକମାତ୍ର କାର୍ଯ୍ୟକାରୀ ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତିର ଅବଧି ଶେଷ ହୋଇଯାଇଛି। ଏହି ଚୁକ୍ତି କେବଳ ଦୁଇଟି ଦେଶର ସମ୍ପର୍କକୁ ନୁହେଁ, ସାରା ବିଶ୍ୱର ସୁରକ୍ଷା ବ୍ୟବସ୍ଥାକୁ ଏକ ସୂକ୍ଷ୍ମ ସନ୍ତୁଳନରେ ଧରିରଖିଥିଲା । ଆଜି ସେଇ ସନ୍ତୁଳନ ଭାଙ୍ଗିଯିବାର ଆଶଙ୍କା ଗଭୀର ହୋଇଉଠିଛି। ପ୍ରଶ୍ନ ଏବେ ଏହା ନୁହେଁ ଯେ ଏକ ଚୁକ୍ତି ଶେଷ ହେଲା; ପ୍ରଶ୍ନ … Continue reading Nuclear war now in danger ।। ଏବେ ପରମାଣୁ ଯୁଦ୍ଧ ବିପଦ