Nuapada will prove who is truly popular. II ନୂଆପଡ଼ା ପ୍ରମାଣିତ କରିବ; କିଏ ଅସଲ ଲୋକପ୍ରିୟ

୨୦୨୪ରେ ଶକ୍ତି ପରିବର୍ତ୍ତନ ସହ ଓଡ଼ିଶାର ରାଜନୀତି ନୂଆ ଅଧ୍ୟାୟ ଆରମ୍ଭ କଲା। ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନ ଶେଷ ହେଲା, ଏବଂ ଅକସ୍ମାତ ବହୁମତ ପାଇଥିବା ବିଜେପି ଆଦିବାସୀ ଚେହେରା ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରି ଏକ ନୂଆ ସମୀକରଣ ଗଢ଼ିଲା। ଏବେ ନୂଆପଡ଼ା ଉପନିର୍ବାଚନ ହେଉଛି ସେହି ସମୀକରଣର ପ୍ରଥମ ଲିଟମସ ଟେଷ୍ଟ– ଯେଉଁଠି ଲୋକପ୍ରିୟତାରେ କିଏ ଅଗ୍ରଣୀ ହେବେ, ସେହି ପ୍ରଶ୍ନର ଉତ୍ତର ଦେବ ଜନମତ। କ୍ଷମତା ଯିବା ପରେ … Continue reading Nuapada will prove who is truly popular. II ନୂଆପଡ଼ା ପ୍ରମାଣିତ କରିବ; କିଏ ଅସଲ ଲୋକପ୍ରିୟ