Nuapada politics ।। ନୂଆପଡ଼ାର ରାଜନୀତି: ମାମୁଁଘର ଖୋଜା ଓ ବିଦେଶିନୀ ବିବାଦ
ନୂଆପଡ଼ା ଉପନିର୍ବାଚନ ଯେପରି ଆଗକୁ ବଢ଼ୁଛି, ସେପରି ରାଜନୀତିର ଶବ୍ଦ ଯୁଦ୍ଧ ମଧ୍ୟ ଦିନକୁ ଦିନ ତୀବ୍ର ହେଉଛି। ପ୍ରଚାର ମଞ୍ଚରେ ଏବେ ବିକାଶ, ଦଳୀୟ ଯୋଜନା କିମ୍ବା ଜନସେବାର କଥାଠାରୁ ଅଧିକ ଆଲୋଚିତ ହେଉଛି — “ମାମୁଁଘର” ଏବଂ “ବିଦେଶିନୀ”। ଏହି ଶବ୍ଦ ଦୁଇଟି ଅପରାହ୍ନରେ ସୋସିଆଲ ମିଡିଆ, ଗାଁ ଛକ, ଏବଂ ରାଜନୀତିକ ଅଫିସଗୁଡ଼ିକରେ ଚର୍ଚ୍ଚାର ମୁଖ୍ୟ ବିଷୟବସ୍ତୁ ପାଲଟିଛି। ଶ୍ରୀମୟୀଙ୍କ କବିତାର କଟାକ୍ଷ ବିଜେଡିରୁ ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ନିଜ ଶୈଳୀରେ … Continue reading Nuapada politics ।। ନୂଆପଡ଼ାର ରାଜନୀତି: ମାମୁଁଘର ଖୋଜା ଓ ବିଦେଶିନୀ ବିବାଦ
Copy and paste this URL into your WordPress site to embed
Copy and paste this code into your site to embed