Nuapada gets ₹1100 crore. II ନିର୍ନୂବାଚନ ମୁହାଁ ନୂଆପଡ଼ାକୁ ୧୧୦୦ କୋଟି

ନିର୍ବାଚନ ମୁହାଁ ନୂଆପଡ଼ା ଲାଗି ହାତ ଖୋଲି ଦେଇଛନ୍ତି ବିଜେପି ସରକାର। ୧୦୦ କୋଟି ଟଙ୍କାର ଜନମଙ୍ଗଳ ଯୋଜନାକୁ ଆଜି ମୁଖ୍ୟମନ୍ତ୍ରୀ ନୂଆପଡ଼ା ଗସ୍ତ ଅବସରରେ ଘୋଷଣା କରିଛନ୍ତି। ଏ ନେଇ ନିଜ ସୋଶାଲ୍‍ ମିଡିଆ ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତ ପନ୍ଦର ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ନୂଆପଡ଼ା ଜିଲ୍ଲାକୁ ଆଗମନ କରି ମୁଁ ଅତ୍ୟନ୍ତ ଆନନ୍ଦିତ। ରାଜ୍ୟ ରାଜଧାନୀଠାରୁ ଦୂରରେ ଥିଲେ ମଧ୍ୟ ନୂଆପଡ଼ାର ବିକାଶକୁ ଗୁରୁତ୍ୱ … Continue reading Nuapada gets ₹1100 crore. II ନିର୍ନୂବାଚନ ମୁହାଁ ନୂଆପଡ଼ାକୁ ୧୧୦୦ କୋଟି