Nuapada Challenge for political parties. II ଚ୍ୟାଲେଞ୍ଜ ଭିତରେ ନୂଆପଡ଼ା

ମାତ୍ର ୧୭ ମାସର ବ୍ୟବଧାନ ପରେ ପୁଣିଥରେ ଏକ ନିର୍ବାଚନ ଓଡ଼ିଶାରେ ହେବାକୁ ଯାଉଛି। ଏହା ଗୋଟିଏ ବିଧାନସଭା ପାଇଁ ଉପ ନିର୍ବାଚନ ହୋଇପାରେ, କିନ୍ତୁ ରାଜ୍ୟ ରାଜନୀତିକ ଦୃଶ୍ୟପଟ୍ଟରେ ଏହା ଅନେକ ପରିବର୍ତ୍ତନ ଆଣିବ। ଏ ପରିବର୍ତ୍ତନର ଆଭାସ ଏବେଠାରୁ ମିଳିଲାଣି। ପ୍ରାର୍ଥୀ ଅଦଳବଦଳଠାରୁ ଆରମ୍ଭ କରି ସମୀକରଣ ପରିବର୍ତ୍ତନ ସବୁକିଛି। ସେଥିପାଇଁ ଏ ନିର୍ବାଚନ କେବଳ ନୂଆପଡ଼ାରେ କି ପଶ୍ଚିମାଞ୍ଚଳରେ ସୀମିତ ନାହିଁ ବରଂ ସାରା ଓଡ଼ିଶାକୁ ଆଲୋଚନାର ଖୋରାକି ଯୋଗାଇଛି। ପୁରୁଣା ପ୍ରାର୍ଥୀଙ୍କ … Continue reading Nuapada Challenge for political parties. II ଚ୍ୟାଲେଞ୍ଜ ଭିତରେ ନୂଆପଡ଼ା