Nuapada bypoll result ।। ନୂଆପଡ଼ା ଉପନିର୍ବାଚନ ଫଳାଫଳ ଲାଇଭ୍ ଅପଡେଟ୍: ୧୦ ରାଉଣ୍ଡରେ ଜୟ ଢୋଲକିଆ ଆଗରେ

ନୂଆପଡ଼ା ନ୍ୟାସନାଲ କଲେଜରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ଅଧିକାରୀମାନେ କହିଛନ୍ତି ଯେ ୨୬ ରାଉଣ୍ଡ ଗଣନା କରାଯିବ, ୩୫୮ ମତଦାନ କେନ୍ଦ୍ର ପାଇଁ ଗଣନା ପ୍ରକ୍ରିୟା ପାଇଁ ୧୪ ଟି ଟେବୁଲ ବ୍ୟବସ୍ଥା କରାଯାଇଛି। ଏହାରି ମଧ୍ୟେର ବିଜାପି ପ୍ରାର୍ଥୀ ଜୟଢୋଲକିଆଙ୍କ ପ୍ରତିକ୍ରିୟା ଆସିଛି । ଦଶ ରାଉଣ୍ଡ ଶେଷ ପରେ ଜୟଜୟଢୋଲକିଆ କହିଛନ୍ତି ନୂଆପଡ଼ାରେ ବାସୀଙ୍କ ତାଙ୍କ ବାପାଙ୍କ ପ୍ରତି ଓ ତାଙ୍କ ପ୍ରତି ଭଲ … Continue reading Nuapada bypoll result ।। ନୂଆପଡ଼ା ଉପନିର୍ବାଚନ ଫଳାଫଳ ଲାଇଭ୍ ଅପଡେଟ୍: ୧୦ ରାଉଣ୍ଡରେ ଜୟ ଢୋଲକିଆ ଆଗରେ