Nuapada by- election ।। ନୂଆପଡ଼ା ପାଇଁ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ସଜବାଜ ଆରମ୍ଭ

ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗ ପରେ ସେଠାରେ ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ସଜବାଜ ଆରମ୍ଭ ହୋଇଗଲାଣି। ଦୀର୍ଘ ୨୪ବର୍ଷ ପରେ ୨୦୨୪ ସାଧାରଣ ନିର୍ବାଚନରେ ସରକାର ପରିବର୍ତ୍ତନ ହୋଇଥିବାରୁ ନୂଆପଡ଼ା ଉପନିର୍ବାଚନ ତିନି ରାଜନୈତିକ ଦଳ ପାଇଁ ସମ୍ମାନର ପ୍ରସଙ୍ଗ। ବିଜେପି ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ସରକାର ଲୋକଙ୍କ ସରକାର ବୋଲି କହୁଛନ୍ତି। ତେଣୁ ଏହା ତାଙ୍କୁ … Continue reading Nuapada by- election ।। ନୂଆପଡ଼ା ପାଇଁ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ସଜବାଜ ଆରମ୍ଭ