ନୂଆପଡ଼ାରେ ଏବେ ତିନି ଦଳର ନେତାମାନେ ରାଜନୀତିକ ତାପମାତ୍ରା ମାପିବାରେ ବ୍ୟସ୍ତ, କିନ୍ତୁ ଭୋଟରମାନେ ନିରବ। ଭୋଟଗ୍ରହଣକୁ ଆଉମାତ୍ର ୧୩ ଦିନ ବାକି ଅଛି, ତଥାପି ରାଜନୀତିକ ଦଳଗୁଡ଼ିକ ଭୋଟରମାନଙ୍କ ମନୋଭାବ ବୁଝିବାରେ ସଫଳ ହୋଇନାହାନ୍ତି। ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ନିରବ ନିରୀକ୍ଷଣ ଚାଲିଛି। ବିଶେଷକରି ଯୁବଭୋଟରମାନେ ନିରବ, ଯେଉଁମାନେ ମତାମତ ପ୍ରକାଶ କରିବାରେ ଅଗ୍ରଣୀ ଭୂମିକା ନେଇଥାନ୍ତି। ଏହାକୁ ନେଇ ଦଳଗୁଡ଼ିକ ଏବେ ଦ୍ୱନ୍ଦ୍ୱରେ—କାହା ଭୋଟ୍ କେଉଁଠିକୁ ଯିବ, ଏହା ଏପର୍ଯ୍ୟନ୍ତ ରହସ୍ୟ … Continue reading Nuapada by-election: No votes, three parties in contention ।। ନୂଆପଡ଼ା ଉପନିର୍ବାଚନ: ନିରବ ଭୋଟର, ଦ୍ୱନ୍ଦ୍ୱରେ ତିନି ଦଳ
Copy and paste this URL into your WordPress site to embed
Copy and paste this code into your site to embed