Nuapada battle: Subhadra vs Mission Shakti II ନୂଆପଡ଼ା ଲଢ଼େଇ: ସୁଭଦ୍ରା ବନାମ ମିଶନ ଶକ୍ତି

ନୂଆପଡ଼ା ଉପ ନିର୍ବାଚନ ଲାଗି ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଖାଲି ସେତିକି ନୁହେଁ, ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨୦ଜଣ ସମ୍ଭାବ୍ୟ ପ୍ରାର୍ଥୀ ମଧ୍ୟ ୨୪ଟି ନାମାଙ୍କନ ପତ୍ର କିଣିଛନ୍ତି। ଅର୍ଥାତ୍‍ ନୂଆପଡ଼ାର ଲଢ଼େଇ କେବଳ ବିଜେପି-କଂଗ୍ରେସ-ବିଜେଡି ଭିତରେ ରହିବ ନାହିଁ ବରଂ ଏହା ବହୁମୁଖୀୟ ହେବାକୁ ଯାଉଛି। ସବୁଠାରୁ ବଡ଼ କଥା ହେଲା, ନୂଆପଡ଼ାରେ ପୁରୁଷ ଭୋଟରଙ୍କଠାରୁ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ହୋଇଥିବାବେଳେ ତିନି ପ୍ରମୁଖ ଦଳ ଭିତରୁ … Continue reading Nuapada battle: Subhadra vs Mission Shakti II ନୂଆପଡ଼ା ଲଢ଼େଇ: ସୁଭଦ୍ରା ବନାମ ମିଶନ ଶକ୍ତି