“couple trouble for mohan ” ।। ଦମ୍ପତି ଏବେ ବିପତ୍ତି
ଗତ ନିର୍ବାଚନରେ ବିଜେଡି ହାରିଛି ସତ, ଏବେବି ରାଜ୍ୟରେ ପାଣ୍ଡିଆନ ସରକାର ଚାଲିଛି। ମୋର କହିବାର ଅର୍ଥ ହେଲା, ପାଣ୍ଡିଆନ ଯୁଗରେ ଯେପରି ଅଫିସର ରାଜ ଚାଲୁଥିଲା, ଏବେବି ବିଜେପି ସରକାରରେ ସେହିପରି ଚାଲୁଛି। ସେତେବେଳେ ଅଫିସରମାନେ ମନ୍ତ୍ରୀ ଓ ନେତାମାନଙ୍କୁ କିଙ୍କର ବୋଲି ଭାବୁଥିଲେ। କିଙ୍କର ଶବ୍ଦର ଅର୍ଥ ହେଲା ଚାକର, ଗୋଲାମ, ଭୃତ୍ୟ, ବିଶ୍ୱସ୍ତ ସେବାକାରୀ। ବିଜେଡି ଶାସନ କାଳରେ ପବ୍ଲିକ ସର୍ଭାଣ୍ଟମାନେ ନିଜକୁ ପ୍ରଭୁ ବୋଲି ବିଚାର କରୁଥିଲେ। ସରକାର ପରିବର୍ତ୍ତନ ପରେ … Continue reading “couple trouble for mohan ” ।। ଦମ୍ପତି ଏବେ ବିପତ୍ତି
Copy and paste this URL into your WordPress site to embed
Copy and paste this code into your site to embed