ଏବେ ଆକ୍ସନରେ ମୋହନଙ୍କ କୋର ଟିମ୍

CM Mohan Majhi: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦ ବି ଏବେବି ଖାଲି ପଡ଼ିଛି। ତାଙ୍କର ସୀମିତ ପ୍ରଶାସନିକ ଅଭିଜ୍ଞତା ଯୋଗୁଁ ମୁଖ୍ୟମନ୍ତ୍ରୀ ଉପଯୁକ୍ତ ଟିମ୍‍ ଚୟନ କରିବା ପାଇଁ କିଛି ସମୟ ନେଉଛନ୍ତି। ମୋହନ ମାଝୀ କ୍ଷମତାକୁ ଆସିବାର ପ୍ରାରମ୍ଭିକ କିଛିମାସ ମଧ୍ୟରେ ପ୍ରଶାସନରେ ଦ୍ୱନ୍ଦ୍ୱ ଓ ବିଭ୍ରାଟ ଦେଖାଦେଇଥିଲା। ସରକାର ଗଠନ ହେବାର ୧୦ମାସ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବା ଏବଂ ସରକାର ଚଳାଇବାରେ ସାହାଯ୍ୟ କରିବା … Continue reading ଏବେ ଆକ୍ସନରେ ମୋହନଙ୍କ କୋର ଟିମ୍