ଏବେ ରାହୁଲ ବନାମ ଜ୍ଞାନେଶ || Now, it’s Rahul versus Gyanesh.

କୁହାଯାଏ ଯେ ରାଜନୀତିରେ ହାର-ଜିତ ଲାଗିରହେ। କିନ୍ତୁ କିଛି ନେତା ଏମିତି ଥାଆନ୍ତି, ଯେଉଁମାନେ ହାରିବା ପରେ ବି ହାର୍ ମାନନ୍ତି ନାହିଁ! ଆଜିକାଲି ଦେଶର ରାଜନୈତିକ ବଜାରରେ ଗୋଟିଏ ନାଁ ସବୁଠୁ ଅଧିକ ଚର୍ଚ୍ଚାରେ ଅଛି, ଆଉ ତାହା ହେଉଛି— ରାହୁଲ ଗାନ୍ଧୀ ଏବଂ ତାଙ୍କର ନୂଆ ଅସ୍ତ୍ର SIR! ଲୋକସଭାରେ ହାରିଲେ, ବିଧାନସଭାରେ ହାରିଲେ, ଦେଶର ୯୯ଟି ନିର୍ବାଚନରେ ପରାଜୟର ସାମ୍ନା କଲେ। ନିଜେ କଂଗ୍ରେସ ଦଳ ପାଇଁ ଏହା ଏକ ଗିନିଜ୍‌ ୱାର୍ଲ୍ଡ … Continue reading ଏବେ ରାହୁଲ ବନାମ ଜ୍ଞାନେଶ || Now, it’s Rahul versus Gyanesh.