ଆତଙ୍କବାଦ ବିରୁଦ୍ଧରେ ଏବେ ଏକାଠି ହେବାର ସମୟ

ରାମ ମାଧବ ନିଜ ସ୍ୱାର୍ଥକୁ ଆଘାତ ଦେଇ ମଧ୍ୟ ଭାରତକୁ ଯୁଦ୍ଧ ଓ ଆତଙ୍କବାଦର ମାରାତ୍ମକ କାର୍ଯ୍ୟକଳାପ ଅଧୀନରେ ରଖିବାକୁ ଚାହୁଁଥିବା ପାକିସ୍ତାନକୁ ଆମେ କେମିତି ମୁକାବିଲା କରିବା? ଏହାର କୌଣସି ସହଜ ଉତ୍ତର ନାହିଁ। ଭାରତ ସରକାର ଅନେକ ବିକଳ୍ପ ଚେଷ୍ଟା କରିଛନ୍ତି। ଆମେ ବାରମ୍ବାର ପାକିସ୍ତାନ ସହ ବନ୍ଧୁତା କରିବାକୁ ଚାହୁଁଥିଲୁ। ୧୯୬୫, ୧୯୭୧ ଓ ୧୯୯୯ରେ ଆମେ ତିନିଟି ବଡ଼ ଯୁଦ୍ଧ ଲଢ଼ିଥିଲୁ। ଆମେ ତିନିଟି ଯାକ ଯୁଦ୍ଧରେ ଏହାକୁ ପରାସ୍ତ କରିଥିଲୁ … Continue reading ଆତଙ୍କବାଦ ବିରୁଦ୍ଧରେ ଏବେ ଏକାଠି ହେବାର ସମୟ