୧୦ଟି ଖଣି ନିଲାମକୁ ମଞ୍ଜୁରି ଦେଲେ ରାଜ୍ୟ ସରକାର

ଇସ୍ପାତ ଓ ଖଣି ବିଭାଗର ୧୦ଟି ଖଣିଜ ବ୍ଲକ, ଯେଉଁଥିରେ ମୁଖ୍ୟତଃ ଲୁହା ଓ ମାଙ୍ଗାନିଜ ଖଣି ନିଲାମ ପ୍ରସ୍ତାବକୁ ଓଡ଼ିଶା ସରକାର ଅନୁମୋଦନ କରିଛନ୍ତି। ଦୀର୍ଘ ୨ ବର୍ଷରୁ ଅଧିକ ସମୟ ଅପେକ୍ଷା କରିବା ପରେ ସରକାର ମେଟାଲ ବଜାରକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିଥିବା ଜଣାପଡ଼ିଛି। ଶେଷରେ କେନ୍ଦ୍ର ପକ୍ଷରୁ ଏହାକୁ ଆଗକୁ ବଢିବା ପାଇଁ ପ୍ରୋତ୍ସାହନ ମିଳିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଏବଂ କେନ୍ଦୁଝର ଜିଲ୍ଲାର … Continue reading ୧୦ଟି ଖଣି ନିଲାମକୁ ମଞ୍ଜୁରି ଦେଲେ ରାଜ୍ୟ ସରକାର