ଭାରତରେ ପ୍ରବାହିତ ଅଧିକାଂଶ ନଦୀଗୁଡ଼ିକର ନାମ ମହିଳା କିମ୍ବା ଦେବୀମାନଙ୍କ ନାମ ଅନୁସାରେ ରଖାଯାଇଛି, ଯେପରିକି ଗଙ୍ଗା, ଯମୁନା, ଗୋଦାବରୀ, ନର୍ମଦା ଓ କୃଷ୍ଣା। ଯଦି କେବେ ପୁରୁଷ ନାମରେ ଥିବା ନଦୀ ବିଷୟରେ ପଚରାଯାଏ, ତେବେ ସାଧାରଣତଃ ଲୋକଙ୍କ ମନକୁ ପ୍ରଥମେ ‘ବ୍ରହ୍ମପୁତ୍ର’ ନଦୀର ନାମ ଆସିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଭାରତରେ ବ୍ରହ୍ମପୁତ୍ର ବ୍ୟତୀତ ‘ଦାମୋଦର’ ଏବଂ ‘ସୋନ୍’ ଭଳି ପ୍ରମୁଖ ନଦୀ ମଧ୍ୟ ରହିଛି, ଯାହାର ନାମ ପୁରୁଷଙ୍କ ନାମ ଅନୁସାରେ … Continue reading କେବଳ ବ୍ରହ୍ମପୁତ୍ର ନୁହେଁ, ପୁରୁଷ ନାମରେ ରହିଛି ଏକାଧିକ ନଦୀ;ତେବେ କାହିଁକି କୁହାଯାଉଥିଲା ଏହା ‘ବେଙ୍ଗଲର ଦୁଃଖ’ ? || Not only Brahmaputra, but there are many rivers named after male name; so why was it called ‘Bengal’s sorrow’?
Copy and paste this URL into your WordPress site to embed
Copy and paste this code into your site to embed