ମାଗଣା ନୁହେଁ, ନିଯୁକ୍ତି ଭାରତରୁ ଦାରିଦ୍ର୍ୟ ଦୂର କରିବ: ନାରାୟଣ ମୂର୍ତ୍ତି

Narayana Murthy: ଇନଫୋସିସର ସହ ପ୍ରତିଷ୍ଠାତା ଏନଆର ନାରାୟଣ ମୂର୍ତ୍ତି ମାଗଣା ସଂସ୍କୃତିକୁ ସମାଲୋଚନା କରି କହିଛନ୍ତି ଯେ ଅଭିନବ ଉଦ୍ୟୋଗୀଙ୍କ ଦ୍ୱାରା ନିଯୁକ୍ତି ସୃଷ୍ଟି ଭାରତରୁ ଦାରିଦ୍ର୍ୟ ଦୂର କରିବାରେ ସହାୟକ ହେବ । ଟାଇକନ୍ ମୁମ୍ବାଇ ୨୦୨୫ରେ ଏହି କୋଟିପତି ବ୍ୟବସାୟୀ କହିଛନ୍ତି ଯେ ଯଦି ଅଭିନବ ଉଦ୍ୟୋଗ ସୃଷ୍ଟି କରାଯାଇପାରିବ ତେବେ ଖରାଦିନେ ଦାରିଦ୍ର୍ୟ ଶିଶିର ପରି ଦୂର ହୋଇଯିବ। ମୋର କୌଣସି ସନ୍ଦେହ ନାହିଁ ଯେ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଲକ୍ଷ … Continue reading ମାଗଣା ନୁହେଁ, ନିଯୁକ୍ତି ଭାରତରୁ ଦାରିଦ୍ର୍ୟ ଦୂର କରିବ: ନାରାୟଣ ମୂର୍ତ୍ତି