Northeast people demand apology।। ମେଘାଳୟରେ ହନିମୁନ୍ ହତ୍ୟାକାଣ୍ଡ: ଏହି କାରଣ ପାଇଁ କ୍ଷମା ଦାବୀ କଲେ ଉତ୍ତର-ପୂର୍ବ ଲୋକେ

ହନିମୁନରେ ଯାଇ ଇନ୍ଦୋରର ରାଜା ରଘୁବଂଶୀଙ୍କ ମୃତଦେହ ମେଘାଳୟରୁ ମିଳିବା ଏବଂ ତାଙ୍କ ପତ୍ନୀ ନିଖୋଜ ହେବା ଘଟଣା ଜଣା ପଡିବା ପରେ, କିଛି ଲୋକ ମେଘାଳୟ ରାଜ୍ୟ ଏବଂ ଉତ୍ତର-ପୂର୍ବ ଅଞ୍ଚଳ ବିରୁଦ୍ଧରେ ଜାତିବାଦ ଅଭିଯାନ ଆରମ୍ଭ କରି ଦେଇଥିଲେ। ଏବେ ତାଙ୍କ ପତ୍ନୀ ହତ୍ୟା ପଛରେ ଜଡ଼ିତ ଥିବା ଜଣା ପଡିବା ପରେ ସେହି ବ୍ୟକ୍ତିଙ୍କ ଅଡୁଆ ବଢିଛି। ଉତ୍ତର-ପୂର୍ବ ଅଞ୍ଚଳର ଲୋକମାନେ ଅପବାଦ ପାଇଁ କ୍ଷମା ପ୍ରାର୍ଥନା ଦାବୀ କରିଛନ୍ତି। ବିନ ପ୍ରମାଣରେ … Continue reading Northeast people demand apology।। ମେଘାଳୟରେ ହନିମୁନ୍ ହତ୍ୟାକାଣ୍ଡ: ଏହି କାରଣ ପାଇଁ କ୍ଷମା ଦାବୀ କଲେ ଉତ୍ତର-ପୂର୍ବ ଲୋକେ