ବିଶ୍ୱରେ ସର୍ବାଧିକ ବୈଦେଶିକ ମୁଦ୍ରା ଅର୍ଜନ କରୁଛନ୍ତି ପ୍ରବାସୀ ଭାରତୀୟ

ସେମାନଙ୍କ ଦକ୍ଷତାର କାହାଣୀ ପ୍ରେରଣାଦାୟୀ ଦେଶର ଅର୍ଥନୀତି ସୁଦୃଢ ହେଉଛି ପ୍ରବାସୀ ଭାରତୀୟଙ୍କ ଦକ୍ଷତାର କାହାଣୀ ଆମକୁ ପ୍ରେରଣା ଦେଇଛି । ଆମର ଯୋଗ, ଆୟୁର୍ବେଦ, ହସ୍ତଶିଳ୍ପ, ସଂସ୍କୃତି, ମେକ୍‌ ଇନ୍‌ ଇଣ୍ଡିଆ ଉତ୍ପାଦର ପ୍ରଚାରପ୍ରସାର କରି ସେମାନେ ଅନ୍ତର୍ଭୁକ୍ତି ବିକାଶରେ ଅଂଶୀଦାର ହୋଇଛନ୍ତି ଏବଂ ନିଜ ଦକ୍ଷତା ବଳରେ ବିକଶିତ ଭାରତରେ ସେମାନଙ୍କ ସହଭାଗିତାକୁ ସୁନିଶ୍ଚିତ କରିଛନ୍ତି ବୋଲି କେନ୍ଦ୍ର ଶ୍ରମ ଓ ରୋଜଗାର, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ସୁଶ୍ରୀ ଶୋଭା … Continue reading ବିଶ୍ୱରେ ସର୍ବାଧିକ ବୈଦେଶିକ ମୁଦ୍ରା ଅର୍ଜନ କରୁଛନ୍ତି ପ୍ରବାସୀ ଭାରତୀୟ