କୋଟିଆରେ ଦ୍ୱୈତ ଆଧାର କାର୍ଡ ଥିବା ମହିଳାଙ୍କୁ ‘ସୁଭଦ୍ରା’ ମନା

Subhadra Yojana: ଓଡ଼ିଶାର କୋଟିଆରେ ଦ୍ୱୈତ ଆଧାର କାର୍ଡ ଥିବା ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାର ସୁବିଧା ନାହିଁ। କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତ ଅଧୀନରେ ଥିବା ସୀମାନ୍ତ ଗ୍ରାମରେ ରହୁଥିବା ମହିଳାମାନେ ଓଡ଼ିଶା ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ସୁଭଦ୍ରା ଯୋଜନାରେ ଦ୍ୱୈତ ଆଧାର କାର୍ଡ ପାଇଥିବା ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ମିଳିବନି ଟଙ୍କା। ଏମାନଙ୍କ ମଧ୍ୟରୁ ଅଧିକାଂଶ ମହିଳାଙ୍କ ପାଖରେ ଉଭୟ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଆଧାର କାର୍ଡ ରହିଛି। ଏହି ସମସ୍ୟା କାରଣରୁ ଯାଞ୍ଚ ପ୍ରକ୍ରିୟା … Continue reading କୋଟିଆରେ ଦ୍ୱୈତ ଆଧାର କାର୍ଡ ଥିବା ମହିଳାଙ୍କୁ ‘ସୁଭଦ୍ରା’ ମନା