ହିମସ୍ଖଳନ ଭୟ: ବଦ୍ରିନାଥରେ ବାଜିବ ନାହିଁ ଶଙ୍ଖ
Badrinath: ଶଙ୍ଖ ଦ୍ୱାରା ଉତ୍ପନ୍ନ କମ୍ପନ ଆଖପାଖ ପାହାଡ଼ିଆ ଅଞ୍ଚଳରେ ହିମସ୍ଖଳନ ସୃଷ୍ଟି କରିପାରେ ବୋଲି ସ୍ଥାନୀୟ ସୂତ୍ରରୁ ଜଣାପଡିଛି । ଶଙ୍ଖ ପ୍ରତି ଭଗବାନ ବିଷ୍ଣୁଙ୍କର ବିଶେଷ ଆକର୍ଷଣ ରହିଛି ବୋଲି କୁହାଯାଉଥିବା ବେଳେ ବଦ୍ରିନାଥ ଧାମରେ ଏହାର ବ୍ୟବହାରକୁ ନେଇ ଏକ ରୋଚକ ନିୟମ ରହିଛି। ମନ୍ଦିରର ଉଭୟ ଧାର୍ମିକ ରୀତିନୀତି ଓ ବୈଜ୍ଞାନିକ ଯୁକ୍ତିକୁ ପାଳନ କରିବା ଉପରେ ଆଲୋକପାତ କରି ଜଣେ ସ୍ଥାନୀୟ ପୂଜକ କହିଛନ୍ତି, ମନ୍ଦିରରେ ଶଙ୍ଖର ଶବ୍ଦକୁ କଡ଼ାକଡ଼ି … Continue reading ହିମସ୍ଖଳନ ଭୟ: ବଦ୍ରିନାଥରେ ବାଜିବ ନାହିଁ ଶଙ୍ଖ
Copy and paste this URL into your WordPress site to embed
Copy and paste this code into your site to embed