ସରିଲା ସମୟ, ଏଥର କଟିବ ରାସନ କାର୍ଡ। ଇ-କେୱାଇସିକୁ ନେଇ ଏବେ କଠୋର ଆଭିମୁଖ୍ୟ ଦେଖାଇଛନ୍ତି ସରକାର। ୨୦୨୪ ଅଗଷ୍ଟ ମାସରୁ ରେସନ କାର୍ଡ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ଅବଧି ବାରମ୍ବାର ବଢ଼ୁଥିଲା। ଏଥର କିନ୍ତୁ ଆଉ ସମୟ ଅବଧି ବଢ଼ାଇଲାନି ଖାଦ୍ୟ ଯୋଗାଣ ବିଭାଗ। ଜୁନ ଶେଷ ସୁଦ୍ଧା ୨୦ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଇ-କେୱାଇସି କରିନଥିବା ହିତାଧିକାରୀଙ୍କୁ ଆଉ ରେସନ ସାମଗ୍ରୀ ମିଳିବନି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରୋକ୍ଠୋକ୍ … Continue reading No ration for 20.58 lakh people in Odisha without e-KYC ।। ଇ-କେୱାଇସି କଲେନି କଟିବ ୨୦ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ରାସନ
Copy and paste this URL into your WordPress site to embed
Copy and paste this code into your site to embed