ଓଡ଼ିଶାରେ ‘ନୋ ପିୟୁସିସି, ନୋ ଫ୍ୟୁଏଲ୍’ – ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର! || ‘No PUCC, No Fuel’ in Odisha – Important news for drivers!

ଯଦି ଆପଣ ଗାଡ଼ି ଚଲାଉଛନ୍ତି ଏବଂ ଆପଣଙ୍କ ପାଖରେ ବୈଧ ପ୍ରଦୂଷଣ ପ୍ରମାଣପତ୍ର ବା ପିୟୁସିସି ନାହିଁ, ତେବେ ସାବଧାନ! ଏବେ ଓଡ଼ିଶାରେ ବିନା ପିୟୁସିସି ରେ ଆପଣଙ୍କ ଗାଡ଼ିରେ ତେଲ ପକାଇବା ମୁସ୍କିଲ ହୋଇପାରେ। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ‘ନୋ ପିୟୁସିସି, ନୋ ଫ୍ୟୁଏଲ୍’ ନିୟମକୁ କଡ଼ାକଡ଼ି କରାଯାଇଛି। ସାରା ଓଡ଼ିଶାରେ ଏବେ ଜୋରଦାର ଚେକିଂ ଚାଲିଛି। ଆଜିର ଏହି ବିଶେଷ ରିପୋର୍ଟରେ ଆମେ ଜାଣିବା କ’ଣ ଏହି ନୂଆ ନିୟମ ଏବଂ ଗାଡ଼ି … Continue reading ଓଡ଼ିଶାରେ ‘ନୋ ପିୟୁସିସି, ନୋ ଫ୍ୟୁଏଲ୍’ – ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର! || ‘No PUCC, No Fuel’ in Odisha – Important news for drivers!