ନବୀନଙ୍କ ପାଇଁ ଅଣଓଡ଼ିଆ ପ୍ରାର୍ଥୀ ନାହାନ୍ତି || No non-Odisha candidate for Naveen

ରାଜ୍ୟସଭା; ଭାରତୀୟ ସଂସଦର ଉପର ସଦନ। ସଂବିଧାନ ଅନୁଯାୟୀ ରାଜ୍ୟମାନଙ୍କ ପ୍ରତିନିଧିତ୍ୱର ମଞ୍ଚ। କିନ୍ତୁ ଏହି ପ୍ରତିନିଧିତ୍ୱ ସଦା ସର୍ବଦା ଭୌଗୋଳିକ ମୂଳରେ ସୀମିତ ରହେନି। ଦଳୀୟ ରଣନୀତି, ଜାତୀୟ ସମୀକରଣ ଓ ନେତୃତ୍ୱର ପ୍ରାୟୋଗିକ ଆବଶ୍ୟକତା ଅନୁଯାୟୀ ବହୁ ସମୟରେ ଏକ ରାଜ୍ୟରୁ ଅଣଓଡ଼ିଆ କିମ୍ବା ଅଣସ୍ଥାନୀୟ ପ୍ରାର୍ଥୀଙ୍କୁ ମଧ୍ୟ ରାଜ୍ୟସଭାକୁ ପଠାଯାଇଛି। ଓଡ଼ିଶା ମଧ୍ୟ ଏହି ଅପବାଦରୁ ମୁକ୍ତ ନୁହେଁ। ୨୦୨୬ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ ଏକ ପ୍ରଶ୍ନ ପୁଣିଥରେ ରାଜନୈତିକ … Continue reading ନବୀନଙ୍କ ପାଇଁ ଅଣଓଡ଼ିଆ ପ୍ରାର୍ଥୀ ନାହାନ୍ତି || No non-Odisha candidate for Naveen