HAL ମୁଖ୍ୟଙ୍କୁ ଟ୍ୱିସନ କଲେ ବାୟୁସେନା ମୁଖ୍ୟ,କହିଲେ ‘’ଆଉ ଭରସା ନାହିଁ’’

China: ପଡ଼ୋଶୀ ଦେଶ ଚୀନ୍ ୫ମ ପିଢ଼ିର ଲଢ଼ୁଆ ବିମାନ ତିଆରି କରୁଛି। ଏପରି ରିପୋର୍ଟ ମଧ୍ୟ ଅଛି ଯେ ଚୀନ୍ ତା’ର ପରମ ମିତ୍ର ପାକିସ୍ତାନକୁ ଏପରି ଯୁଦ୍ଧ ବିମାନ ଯୋଗାଇବା ବିଷୟରେ କଥା ହୋଇଛି। ଏହାକୁ ଦୃଷ୍ଟିରେ ରଖି, ଭାରତ ମଧ୍ୟ ତାର ଆକାଶକୁ ସୁରକ୍ଷିତ ରଖିବା ପାଇଁ ନିରନ୍ତର ପଦକ୍ଷେପ ନେଉଛି। ଫ୍ରାନ୍ସରୁ ଅତ୍ୟାଧୁନିକ ରାଫେଲ ଯୁଦ୍ଧ ବିମାନ କ୍ରୟ ବାୟୁ ସୁରକ୍ଷା ମିଶନ କ୍ଷେତ୍ରରେ ବଡ଼ ଉପଲବ୍ଧି। ବିଦେଶରୁ ଆଧୁନିକ ଯୁଦ୍ଧ … Continue reading HAL ମୁଖ୍ୟଙ୍କୁ ଟ୍ୱିସନ କଲେ ବାୟୁସେନା ମୁଖ୍ୟ,କହିଲେ ‘’ଆଉ ଭରସା ନାହିଁ’’