୧୭ ମୃତକଙ୍କ ଠାରୁ ଶିକ୍ଷା ମିଳିଲାନି: ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଆତସବାଜି ପରିବେଷଣ
Narendra Puskarini: ଗତବର୍ଷ ପୁରୀର ନରେନ୍ଦ୍ର ପୋଖରୀରେ ହୋଇଥିବା ବାଣ ବିସ୍ଫୋରଣରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ପ୍ରଶାସନ କୌଣସି ଶିକ୍ଷା ଗ୍ରହଣ କରିନଥିବା ଜଣାପଡିଛି। ନିକଟରେ ହୋଇଥିବା ଏହି ପର୍ବରେ ପୁଣି ଥରେ ସେହି ସ୍ଥାନରେ ବାଣ ଫୁଟାଇବାର ଖୋଲା ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ମାର୍ଚ୍ଚ ୧୫ ତାରିଖରେ ହୋଲି ପାଳନ ସମୟରେ ନରେନ୍ଦ୍ର ପୁଷ୍କରିଣୀରେ ମା’ ଲକ୍ଷ୍ମୀ ଓ ସରସ୍ୱତୀଙ୍କ ଦୋଳଗୋବିନ୍ଦ ରୀତିନୀତି ଚାଲିଥିବା ବେଳେ ବାଣ ଫୁଟୁଥିବା ଦେଖିବାକୁ ମିଳିଥିଲା। … Continue reading ୧୭ ମୃତକଙ୍କ ଠାରୁ ଶିକ୍ଷା ମିଳିଲାନି: ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଆତସବାଜି ପରିବେଷଣ
Copy and paste this URL into your WordPress site to embed
Copy and paste this code into your site to embed