ନାରୀ ନିର୍ଯ୍ୟାତନାର ସୂଚନା ନାଁ—ବିଧାନସଭାରେ ତଥ୍ୟର ଆଫିଡେଭିଟ୍ || No information on harassment of women – Affidavit of information in the Legislative Assembly

ସୋମବାର ଦିନ ମୋହନ ଚରଣ ମାଝୀ ବିଧାନସଭାରେ ଯେତେବେଳେ ମହିଳାଙ୍କ ବିରୁଦ୍ଧରେ ଘଟୁଥିବା ଅପରାଧର ପରିସଂଖ୍ୟାନ ପ୍ରକାଶ କଲେ, ସେଥିରେ କେବଳ କିଛି ଶୁଷ୍କ ସଂଖ୍ୟା ନ ଥିଲା; ଥିଲା ଏକ ଭୟାବହ ସାମାଜିକ ଆଇନା। ଓଡ଼ିଶା ବିଧାନସଭା ମଧ୍ୟରେ ପ୍ରକାଶିତ ସେହି ତଥ୍ୟ ଆଜି ସମଗ୍ର ଓଡ଼ିଶା ପାଇଁ ଏକ ଚିନ୍ତା କରିବାର ବିଷୟ ହୋଇଛି। ଏହା କେବଳ ଅପରାଧର ତାଲିକା ନୁହେଁ—ଏହା ଏକ ରାଜ୍ୟର ନୈତିକ ସ୍ୱାସ୍ଥ୍ୟର ମାପକ ମାନଦଣ୍ଡ। ୨୦୨୫ ମସିହାରେ ୨,୯୯୪ଟି … Continue reading ନାରୀ ନିର୍ଯ୍ୟାତନାର ସୂଚନା ନାଁ—ବିଧାନସଭାରେ ତଥ୍ୟର ଆଫିଡେଭିଟ୍ || No information on harassment of women – Affidavit of information in the Legislative Assembly