ପ୍ରିପେଡ୍‍ ଭାଉଚର, ଗିଫ୍ଟ କାର୍ଡରୁ ଜିଏଷ୍ଟି ଉଠିଲା

ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ କେନ୍ଦ୍ର ସରକାର କେତେକ କାରବାର ଉପରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ଶେଷ କରିଛନ୍ତି। ଏଣିକି ଆଉ ଗିଫ୍ଟ କାର୍ଡ ଏବଂ ଭାଉଚରରେ ଜିଏସ୍‌ଟି ଲାଗୁ ହେବନାହିଁ। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ପ୍ରିପେଡ ଭାଉଚର, ଗିଫ୍ଟ କାର୍ଡ ଓ ଡିଜିଟାଲ ୱାଲେଟ ଭଳି ସୁବିଧା ଉପରେ ସେବା ଓ ସାମଗ୍ରୀ କର (ଜିଏସଟି) ଲାଗୁ କରିବେ ନାହିଁ। ତେବେ ସିବିଆଇସିର ଏହି ନିଷ୍ପତ୍ତି ସେହି … Continue reading ପ୍ରିପେଡ୍‍ ଭାଉଚର, ଗିଫ୍ଟ କାର୍ଡରୁ ଜିଏଷ୍ଟି ଉଠିଲା