No GST on milk, paneer, roti, life and health insurance ।। ରୁଟି-ପରଟା, କ୍ଷୀର, ବୀମା ହେଲା ଟିକସ ମୁକ୍ତ

ଜିଏସଟି ପରିଷଦର ୫୬ତମ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି ଏବଂ ଦୀପାବଳି ପୂର୍ବରୁ ଦେଶର ସାଧାରଣ ଲୋକଙ୍କୁ ବଡ଼ ଭେଟି ଦେଇଛନ୍ତି ମୋଦୀ ସରକାର, ଛୋଟ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଚାଷୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଆଶ୍ଵସ୍ତ କରିଛନ୍ତି ସରକାର। ବୈଠକରେ ଜିଏସଟି ସ୍ଲାବ ସଂଖ୍ୟାକୁ ୧୨ ଓ ୨୮ ପ୍ରତିଶତ ବଦଳରେ କେବଳ ୫% ଏବଂ ୧୮% କୁ ହ୍ରାସ କରାଯାଇଛି, ୧୨% ଏବଂ ୨୮% ସ୍ଲାବକୁ ଉଚ୍ଛେଦ କରିବାକୁ ଅନୁମୋଦନ ଦିଆଯାଇଛି। ଅର୍ଥମନ୍ତ୍ରୀ ବୈଠକ … Continue reading No GST on milk, paneer, roti, life and health insurance ।। ରୁଟି-ପରଟା, କ୍ଷୀର, ବୀମା ହେଲା ଟିକସ ମୁକ୍ତ