ଆରଜି କର ମାମଲା: ଗଣଦୁଷ୍କର୍ମ ହୋଇନାହିଁ, ବଡ଼ ଷଡ଼ଯନ୍ତ୍ରର ତଦନ୍ତ କରୁଛୁ: ସିବିଆଇ
RG Kar: କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଗଣଦୁଷ୍କର୍ମ ନୁହେଁ ବରଂ ଜଣେ ଅପରାଧୀ ସଞ୍ଜୟ ରାୟଙ୍କ କାର୍ଯ୍ୟ ବୋଲି ସିବିଆଇ ଶୁକ୍ରବାର କଲିକତା ହାଇକୋର୍ଟଙ୍କୁ ଜଣାଇଛି। କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶୁକ୍ରବାର ହାଇକୋର୍ଟଙ୍କୁ ଜଣାଇଛି ଯେ ଏହି ଘଟଣା ଏକ ଗଣଦୁଷ୍କର୍ମ ନୁହେଁ … Continue reading ଆରଜି କର ମାମଲା: ଗଣଦୁଷ୍କର୍ମ ହୋଇନାହିଁ, ବଡ଼ ଷଡ଼ଯନ୍ତ୍ରର ତଦନ୍ତ କରୁଛୁ: ସିବିଆଇ
Copy and paste this URL into your WordPress site to embed
Copy and paste this code into your site to embed