ବାଉଁଶ ତିଆରି ଗୃହ ସାମଗ୍ରୀ ପାଇଁ ନାହାଁନ୍ତି ଗ୍ରାହକ

Bamboo Household : ଆଧୁନିକତା ପ୍ରଭାବରେ ସହରାଞ୍ଚଳର ଘର ଗୁଡିକରେ କୁଲା, ଡାଲା ଆଦି ଦେଖିବାକୁ ମିଳୁନାହିଁ। ଲୋକେ ଏହି ସବୁ ସାମଗ୍ରୀକୁ ଘରେ ରଖିବାକୁ ଏତେଟା ପସନ୍ଦ କରୁନାହାନ୍ତି। ଆଧୁନିକତାର ପ୍ରଭାବରେ ହଜିଯାଉଛି କୌଳିକ ବୃତ୍ତି। ଦିନ‌କୁ ଦିନ ପ୍ଲାଷ୍ଟିକ ତିଆରି ଘର କରଣା ସାମଗ୍ରୀର ବହୁଳ ବ୍ୟବହାର ଯୋଗୁଁ ପାରମ୍ପରିକ ବାଉଁଶ ତିଆରି କୁଲା, ଡାଲା, ଭୋଗେଇ ଆଦିର ଚାହିଦା ହ୍ରାସ ପାଉଛି। ଯାହାର ସିଧା ପ୍ରଭାବ ପଡ଼ୁଛି କରିଗରଙ୍କ ହାଣ୍ଡିଶାଳ ଉପରେ। ଯୁଗଯୁଗ … Continue reading ବାଉଁଶ ତିଆରି ଗୃହ ସାମଗ୍ରୀ ପାଇଁ ନାହାଁନ୍ତି ଗ୍ରାହକ