ବିନା ବନ୍ଧକ କୃଷି ଋଣ ସୀମା ବଢ଼ିଲା

Agri loan: ଚାଷରେ ବଢ଼ୁଥିବା ଉତ୍ପାଦନ ଖର୍ଚ୍ଚ ଓ ଚାଷୀଙ୍କ ପାଇଁ ଋଣ ମିଳିବା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କୃଷି ମନ୍ତ୍ରଣାଳୟ କହିଛି। ଏହି ପଦକ୍ଷେପ ଫଳରେ ଦେଶର ୮୬ ପ୍ରତିଶତ ଛୋଟ ଓ ନାମମାତ୍ର ଚାଷୀ ଉପକୃତ ହେବେ। ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍ ବନ୍ଧକମୁକ୍ତ କୃଷିଋଣ ପରିମାଣ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ଜାନୁଆରୀ ୧ରୁ ଏହା ଲାଗୁ ହେବ। କୃଷି … Continue reading ବିନା ବନ୍ଧକ କୃଷି ଋଣ ସୀମା ବଢ଼ିଲା