No cabinet expansion talks yet, says Odisha BJP president after Delhi visit ।। ଏବେ ହେବନି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ: ମନମୋହନ ସାମଲ

ଦିଲ୍ଲୀରୁ ଫେରିଲେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ବିଜେପି ରାଜ୍ୟ ସଭାପତି। ଓଡ଼ିଶାରେ କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶନିବାର ଓଡ଼ିଶା ଫେରି ସ୍ପଷ୍ଟ ଭାବରେ କହିଛନ୍ତି ଯେ ତାଙ୍କର ତିନି ଦିନିଆ ନୂଆଦିଲ୍ଲୀ ଗସ୍ତ ସମୟରେ ଏପରି କୌଣସି ଆଲୋଚନା ହୋଇନାହିଁ। ଭୁବନେଶ୍ୱର ଫେରି ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ଶ୍ରୀ ସାମଲ କହିଛନ୍ତି ଯେ, ତାଙ୍କର ଗସ୍ତ କେବଳ ଦଳୀୟ ସଂଗଠନ ଉପରେ … Continue reading No cabinet expansion talks yet, says Odisha BJP president after Delhi visit ।। ଏବେ ହେବନି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ: ମନମୋହନ ସାମଲ