ଭାରତୀୟ ଆଇନ ବ୍ୟବସ୍ଥାରେ ଆଗୁଆ ଜାମିନ (Anticipatory Bail) ଏକ ଅସାଧାରଣ ସୁବିଧା। ଏହା ଅଭିଯୁକ୍ତଙ୍କୁ ଗିରଫ ପୂର୍ବରୁ ସୁରକ୍ଷା ଦେଇଥାଏ—ଯାହା ମୂଳତଃ ଭୁଲ ଅଭିଯୋଗ, ରାଜନୈତିକ ପ୍ରତିଶୋଧ କିମ୍ବା ଦୁର୍ବ୍ୟବହାରରୁ ନାଗରିକଙ୍କୁ ବଞ୍ଚାଇବା ପାଇଁ ଭାବିଥିବା ବ୍ୟବସ୍ଥା। କିନ୍ତୁ ଏହି ସୁବିଧା କେବେ ଅଧିକାରର ଅପବ୍ୟବହାର ହେବାର ଆଶଙ୍କା ତିଆରି କରେ, ସେଥିରେ ନ୍ୟାୟାଳୟଙ୍କ ହସ୍ତକ୍ଷେପ ଅନିବାର୍ଯ୍ୟ ହୁଏ। ସେହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟର ନୂତନ ନିର୍ଦ୍ଦେଶ—“ଜଣେ ପଳାତକ ଅଭିଯୁକ୍ତ ସାଧାରଣତଃ ଆଗୁଆ ଜାମିନ ପାଇବାକୁ ହକଦାର … Continue reading “ପଳାତକଙ୍କୁ ଆଗୁଆ ଜାମିନ ନୁହେଁ”: ସୁପ୍ରିମକୋର୍ଟର ସ୍ପଷ୍ଟ ସନ୍ଦେଶ ଓ ଆଇନ-ଶାସନର ମୂଳ ପ୍ରଶ୍ନ || “No anticipatory bail for fugitives”: Supreme Court’s clear message and fundamental question of rule of law
Copy and paste this URL into your WordPress site to embed
Copy and paste this code into your site to embed