କ’ଣ ରହିଛି ନୀତୀଶ କୁମାରଙ୍କ ପରବର୍ତ୍ତୀ ପଦକ୍ଷେପ? ରାଜନୈତିକ ରହସ୍ୟ ଉନ୍ମୋଚନ କଲେ ଜିତନ ରାମ ମାଝୀ

Nitish Kumar: ନୀତୀଶ କୁମାର ଏନଡିଏ ସହ ରହିବେ ବୋଲି ଜିତନରାମ ମାଝୀ ସ୍ପଷ୍ଟ କରିଛନ୍ତି । ନୀତୀଶ କୁମାର ଏନଡିଏ ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ମାଝୀ କହିଛନ୍ତି। ଅନ୍ୟପକ୍ଷରେ ଆରଜେଡି ନେତାମାନେ ନୀତୀଶ କୁମାରଙ୍କୁ ନିଜ ପାଖକୁ ଆଣିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ନୀତୀଶ କୁମାର ଦୁଇଥର ସ୍ପଷ୍ଟ କରିଛନ୍ତି ଯେ ସେ କେଉଁଆଡ଼େ ଯାଉନାହାନ୍ତି। ନୀତୀଶ କୁମାରଙ୍କ ସମର୍ଥନରେ କହିଲେ ଜିତନ ରାମ ମାଝୀ। ଆରଜେଡି ସୁପ୍ରିମୋ କହିଛନ୍ତି, ନୀତୀଶଙ୍କ ପାଇଁ ତାଙ୍କ … Continue reading କ’ଣ ରହିଛି ନୀତୀଶ କୁମାରଙ୍କ ପରବର୍ତ୍ତୀ ପଦକ୍ଷେପ? ରାଜନୈତିକ ରହସ୍ୟ ଉନ୍ମୋଚନ କଲେ ଜିତନ ରାମ ମାଝୀ