Nitish government again || ପୁଣି ଥରେ ନୀତିଶ ସରକାର
ବିହାର ବିଧାନସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ପାଇଁ ଦଳୀୟ ନେତାମାନଙ୍କୁ ସମ୍ମାନିତ କରାଯାଉଛି। ବିହାର ବିଧାନସଭା ନିର୍ବାଚନରେ ଦଳ ପାଇଁ କାମ କରିଥିବା ଦେଶବ୍ୟାପୀ ବିଜେପି ନେତାଙ୍କ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏକ ରାତ୍ରୀଭୋଜନର ଆୟୋଜନ କରୁଛନ୍ତି। ଉଲ୍ଲେଖନୀୟ ଯେ ବିଜେପି ବିହାରରେ ଅନେକ ରାଜ୍ୟର ନେତାଙ୍କୁ ନିୟୋଜିତ କରିଥିଲା। ସେମାନଙ୍କ ମଧ୍ୟରେ ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣା, ମଧ୍ୟ ପ୍ରଦେଶ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଗୁଜରାଟ ଏବଂ ରାଜସ୍ଥାନର ନେତା ପ୍ରମୁଖ … Continue reading Nitish government again || ପୁଣି ଥରେ ନୀତିଶ ସରକାର
Copy and paste this URL into your WordPress site to embed
Copy and paste this code into your site to embed