ନୀତିନଙ୍କ ରିପୋର୍ଟ କାର୍ଡ: ନେତା ଛାନିଆ! || Nitin’s report card: Leader is a shadow!

“ଆଜି ନିର୍ବାଚନ ହେଲେ ବିଜେପି ୩୦ରୁ କମ୍ ଆସନ ପାଇବ” — ଆଭ୍ୟନ୍ତରୀଣ ବୈଠକରେ ଉଠିଥିବା ଚର୍ଚ୍ଚା ନେଇ ରାଜନୈତିକ ମହଲରେ ହଳଚଳ ଓଡ଼ିଶା ବିଜେପି ଭିତରେ ଏକ ଆଭ୍ୟନ୍ତରୀଣ ରିପୋର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟର ମନ୍ତ୍ରୀ, ବିଧାୟକ ଏବଂ ସଂଗଠନୀୟ ନେତାମାନଙ୍କ କାର୍ଯ୍ୟଶୈଳୀକୁ ନେଇ ଦଳୀୟ ହାଇକମାଣ୍ଡ ଅସନ୍ତୋଷ ପ୍ରକାଶ କରିଥିବା କଥା ରାଜନୈତିକ କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷ କରି ଏକ ଆଭ୍ୟନ୍ତରୀଣ ସର୍ଭେରେ ଦଳର ସମ୍ଭାବ୍ୟ ନିର୍ବାଚନୀ ପ୍ରଦର୍ଶନକୁ … Continue reading ନୀତିନଙ୍କ ରିପୋର୍ଟ କାର୍ଡ: ନେତା ଛାନିଆ! || Nitin’s report card: Leader is a shadow!