ନୀତିନ ନବୀନ ଜାଣିଲେ… ମୋହନ-ମନମୋହନ କାହିଁକି ବୁଝିପାରୁନାହାନ୍ତି ? || “Nitin Naveen knows… why don’t Mohan and Manmohan understand?”

“ସୋସିଆଲ ମିଡିଆ ରାଜନୀତି”କୁ ନେଇ ଓଡ଼ିଶା ବିଜେପିରେ ଚର୍ଚ୍ଚା, ୨୦୨୭ ପଞ୍ଚାୟତ ନିର୍ବାଚନକୁ ବଡ଼ ପରୀକ୍ଷା ଭାବେ ଦେଖାଯାଉଛି ଓଡ଼ିଶାରେ ବିଜେପି ସରକାର ଗଠନ ପରେ ଦଳର ଭିତରେ ସଂଗଠନ, କର୍ମୀ ଅସନ୍ତୋଷ ଏବଂ “ସୋସିଆଲ ମିଡିଆ ରାଜନୀତି”କୁ ନେଇ ଚର୍ଚ୍ଚା ଜୋର ଧରିଛି। ଦଳ ମାଟିସ୍ତରର ରାଜନୀତିଠାରୁ ଦୂରେଇ ଯାଉଛି କି ନାହିଁ, ସେନେଇ ଏବେ ରାଜନୈତିକ ମହଳରେ ଚର୍ଚ୍ଚା ବଢ଼ୁଛି। ଦଳୀୟ ମହଳରେ ଏହି ଚର୍ଚ୍ଚା ଆହୁରି ଜୋରଦାର ହୋଇଛି, କାରଣ ବିଜେପିର ନୂତନ … Continue reading ନୀତିନ ନବୀନ ଜାଣିଲେ… ମୋହନ-ମନମୋହନ କାହିଁକି ବୁଝିପାରୁନାହାନ୍ତି ? || “Nitin Naveen knows… why don’t Mohan and Manmohan understand?”