ରାଜ୍ୟ ବିଜେପିକୁ ତଳିତଳାନ୍ତ କରିଦେଲେ ନିତିନ ନବୀନ ! || Nitin Naveen has left the state BJP in a state of despair!

ବିମାନବନ୍ଦରର ଗୋଟିଏ ଦୃଶ୍ୟକୁ ନେଇ ଓଡ଼ିଶା ରାଜନୀତିରେ ତୀବ୍ର ଚର୍ଚ୍ଚା: ମୋହନ ମାଝୀଙ୍କ ସ୍ୱାଧୀନ ଛବି ଉପରେ ପ୍ରଶ୍ନ ଭୁବନେଶ୍ୱର ବିମାନବନ୍ଦରରେ ଘଟିଥିବା ମାତ୍ର କିଛି ସେକେଣ୍ଡର ଏକ ଦୃଶ୍ୟ ଏବେ ଓଡ଼ିଶା ରାଜନୀତିରେ ବଡ଼ ବିତର୍କର କାରଣ ସାଜିଛି। BJPର ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କ ଓଡ଼ିଶା ଗସ୍ତ ସମୟରେ ଘଟିଥିବା ଏହି ଘଟଣାକୁ ନେଇ ବିରୋଧୀ ଦଳରୁ ଆରମ୍ଭ କରି ରାଜନୀତିକ ବିଶ୍ଳେଷକ ପର୍ଯ୍ୟନ୍ତ ଅନେକ ପ୍ରଶ୍ନ ଉଠାଇଛନ୍ତି। ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି ସେହି … Continue reading ରାଜ୍ୟ ବିଜେପିକୁ ତଳିତଳାନ୍ତ କରିଦେଲେ ନିତିନ ନବୀନ ! || Nitin Naveen has left the state BJP in a state of despair!