NIRF Ranking 2025: Not a single university from Odisha is ranked 10th ।। ଓଡ଼ିଶାର ବେମାର ବିଶ୍ୱବିଦ୍ୟାଳୟ, ଏନଆଇଆରଏଫ୍ ତାଲିକାର ଟପ୍ ଟେନରେ ନାହନ୍ତି ରାଜ୍ୟର ଗୋଟିଏ ବି ୟୁନିଭରସିଟି

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ୍ ଫ୍ରେମୱର୍କ (ଏନଆଇଆରଏଫ୍) ୨୦୨୫ ତାଲିକା ଜାରି ହୋଇଛି । ଏହି ତାଲିକାର ଟପ୍ ଟେନ୍ ସୂଚୀ ଉପରେ ନଜର ପକାଇଲେ ଜଳଜଳ ଦିଶୁଛି ବେମାର ଓଡ଼ିଶା ବିଶ୍ବବିଦ୍ୟାଳୟ ସବୁ କୋମାକୁ ଚାଲି ଯାଇଛନ୍ତି । ଦିନେ ନାମକରା ଉତ୍କଳ ବିଶ୍ୱବିଦ୍ୟାଳୟ ଟପ୍ ଟେନ୍ ଛାଡ଼ନ୍ତୁ ଟପ୍ ଟ୍ୱେଣ୍ଟରେ ମଧ୍ୟ ନାହିଁ । ପ୍ରଥମେ ଟପ୍ ଟେନ୍ ତାଲିକା ଉପରେ ନଜର ପକାନ୍ତୁ । ପ୍ରଥମ … Continue reading NIRF Ranking 2025: Not a single university from Odisha is ranked 10th ।। ଓଡ଼ିଶାର ବେମାର ବିଶ୍ୱବିଦ୍ୟାଳୟ, ଏନଆଇଆରଏଫ୍ ତାଲିକାର ଟପ୍ ଟେନରେ ନାହନ୍ତି ରାଜ୍ୟର ଗୋଟିଏ ବି ୟୁନିଭରସିଟି