ଓଡ଼ିଶାର ରାଜନୀତି ଏବେ ଗଭୀର ଚାଲ –ଉପଚାଲ ଓ ମନୋବିଜ୍ଞାନର ଖେଳ ହୋଇଛି। ନୂଆପଡ଼ା ଉପନିର୍ବାଚନ ଏକ ଛୋଟ ମଞ୍ଚ ହେଲେ ମଧ୍ୟ, ସେଠି ଦଳୀୟ ଗଠନ, ନେତୃତ୍ୱ ସଂଘର୍ଷ ଓ ରାଜନୀତିକ ଅସୁବିଧାର ସମସ୍ତ ଲକ୍ଷଣ ଦେଖାଯାଉଛି। ଏହି ପରିପ୍ରେକ୍ଷିରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ୱର ପ୍ରେସ୍ ମିଟ୍ ନିଶ୍ଚୟ ଅନେକ ପ୍ରଶ୍ନ ଉଠାଇଛି। ନୂଆପଡ଼ାରେ ଦଳୀୟ ବିଭାଜନର ଛାୟା ନୂଆପଡ଼ା ଉପନିର୍ବାଚନରେ ଓଡ଼ିଶା କଂଗ୍ରେସ ଦଳର ଚିତ୍ର ସମ୍ପୂର୍ଣ୍ଣ ଅସ୍ପଷ୍ଟ। ରାଜ୍ୟ … Continue reading Ninja’s clean-up at the press meet ।। ପ୍ରେସ୍ ମିଟରେ ନିଞ୍ଜନଙ୍କ ସଫେଇ: ଦଳୀୟ ଏକତା ନା ଇଜ୍ଜତ ବଞ୍ଚାଇବାର ଚେଷ୍ଟା?
Copy and paste this URL into your WordPress site to embed
Copy and paste this code into your site to embed