ସମୁଦ୍ର ଭିତରକୁ ଚାଲିଯିବ ବିଶ୍ଵର ନଅଟି ସହର

ଜଳବାୟୁ ପରିବର୍ତ୍ତନ ଫଳରେ ସମୁଦ୍ର ପତନ ବଢ଼ୁଥିବାରୁ ଆସନ୍ତା ୭୫ ବର୍ଷ ମଧ୍ୟରେ ଭାରତର କଲକାତା ସମେତ ବିଶ୍ୱର ୯ଟି ସହର ସମୁଦ୍ରରେ ସମାଧି ନେବ ବୋଲି ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି। ବୈଶ୍ୱିକ ତାପନ ଫଳରେ ଗୁରୁତର ପାଣିପାଗ ସମସ୍ୟା ସୃଷ୍ଟି ହେବ ଓ ବାରମ୍ବାର ତଥା ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି। ଗ୍ଲୋବାଲ ୱାର୍ମିଂ ବଢ଼ୁଥିବାରୁ କ୍ରମେ ଭୀଷଣ ବର୍ଷା ହେବ ଓ ସମୁଦ୍ର ପତନ ବଢ଼ିବ। ଗ୍ରୀନହାଉସ୍ ଗ୍ୟାସ … Continue reading ସମୁଦ୍ର ଭିତରକୁ ଚାଲିଯିବ ବିଶ୍ଵର ନଅଟି ସହର