ଦେଶର ୩ଟି ପ୍ରମୁଖ କ୍ରିକେଟ ଷ୍ଟାଡିୟମରେ ଖେଳ ଗତିବିଧି ଉପରେ ରୋକ, NGTର କଡ଼ା ଆଭିମୁଖ୍ୟ || NGT takes a tough stance on sports activities in 3 major cricket stadiums of the country

ଦେଶରେ ଦେଖାଦେଇଥିବା ଗମ୍ଭୀର ଜଳ ସଙ୍କଟ ମଧ୍ୟରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (NGT) ପରିବେଶ ସୁରକ୍ଷାକୁ ନେଇ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭୂତଳ ଜଳ ର ଅପବ୍ୟବହାର ଏବଂ ନିୟମ ଉଲ୍ଲଂଘନ ଅଭିଯୋଗରେ ଦେଶର ୩ଟି ପ୍ରମୁଖ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ଉପରେ ଏକ ଅନ୍ତରୀଣ କଟକଣା ଜାରି କରାଯାଇଛି। ଏହି ଷ୍ଟାଡିୟମଗୁଡ଼ିକ ହେଉଛି; ମୁମ୍ବାଇର ଡାକ୍ତର ଡି.ୱାଇ. ପାଟିଲ ଷ୍ଟାଡିୟମ, ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ ଏବଂ ରାୟପୁରର ଶହୀଦ ବୀର ନାରାୟଣ … Continue reading ଦେଶର ୩ଟି ପ୍ରମୁଖ କ୍ରିକେଟ ଷ୍ଟାଡିୟମରେ ଖେଳ ଗତିବିଧି ଉପରେ ରୋକ, NGTର କଡ଼ା ଆଭିମୁଖ୍ୟ || NGT takes a tough stance on sports activities in 3 major cricket stadiums of the country