New York Police Stopped French President Car, Macron Called Donald Trump ।। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଗାଡ଼ିକୁ ଅଟକାଇଦେଲା ନ୍ୟୁୟର୍କ ପୋଲିସ, ଡୋନାଲ୍ଡ ଟ୍ରମ୍ପଙ୍କୁ ଅଧାରାସ୍ତାରୁ ଫୋନ୍ କଲେ ଇମାନୁଏଲ

ଆମେରିକାର ନ୍ୟୁୟର୍କରେ ଏକ ବିଚିତ୍ର ଘଟଣା ଘଟିଛି। ନ୍ୟୁୟର୍କ ପୋଲିସ ଫରାସୀ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ କାରକୁ ରାସ୍ତା ମଝିରେ ଅଟକାଇ ଦେଇଥିଲା, ଯାହା ଫଳରେ ଫରାସୀ ରାଷ୍ଟ୍ରପତି ସିଧାସଳଖ ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ୍ କରିଥିଲେ। ଚଳିତ ବର୍ଷ ନ୍ୟୁୟର୍କରେ ୮୦ତମ ଜାତିସଂଘ ସାଧାରଣ ସଭା (UNGA) ଅନୁଷ୍ଠିତ ହେଉଛି, ଯେଉଁଥିରେ ପ୍ରାୟ ୨୦୦ଦେଶର ରାଷ୍ଟ୍ରମୁଖ୍ୟ, ସରକାର, ମନ୍ତ୍ରୀ ଏବଂ ହଜାର ହଜାର କୂଟନୀତିଜ୍ଞ ଯୋଗ ଦେଉଛନ୍ତି। କଠିନ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ, ଫରାସୀ ରାଷ୍ଟ୍ରପତି ଇମାନୁଏଲ … Continue reading New York Police Stopped French President Car, Macron Called Donald Trump ।। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଗାଡ଼ିକୁ ଅଟକାଇଦେଲା ନ୍ୟୁୟର୍କ ପୋଲିସ, ଡୋନାଲ୍ଡ ଟ୍ରମ୍ପଙ୍କୁ ଅଧାରାସ୍ତାରୁ ଫୋନ୍ କଲେ ଇମାନୁଏଲ