ଜଳ ସଂରକ୍ଷଣ ଓ ପରିଚାଳନା ନେଇ ଖୁବଶୀଘ୍ର ନୂଆ ଜଳ ନୀତି

New water policy :୧୨୨୭  କୋଟି ଟଙ୍କାର ୧୮ଟି ବୃହତ ଉଠାଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ୧୦୦ଟି ଚେକ୍ ଡ୍ୟାମ ଓ ୪ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୂତଳ ପାଇପ୍ ଲାଇନ୍ ଲୋକାର୍ପିତ ଜଳ ସଂରକ୍ଷଣ, ଜଳ ପରିଚାଳନାରେ ସରକାରଙ୍କର ସବୁଠାରୁ ବଡ ଭୂମିକା ରହିଛି କିନ୍ତୁ ଏଥିରେ ବ୍ୟକ୍ତିଗତ ସ୍ତରରେ ତଥା  ଗୋଷ୍ଠୀଗତ ସ୍ତରରେ ସମସ୍ତେ ନିଜ ନିଜ ଯୋଗଦାନ ରଖିବା ନିତାନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ଜଳ … Continue reading ଜଳ ସଂରକ୍ଷଣ ଓ ପରିଚାଳନା ନେଇ ଖୁବଶୀଘ୍ର ନୂଆ ଜଳ ନୀତି