ମିଳିଲା ନୂଆ ପ୍ରଜାତିର ସାମୁଦ୍ରିକ ପରଜୀବୀ ଆଇସୋପୋଡ

parasitic isopod: ପରଜୀବୀ ଆଇସୋପୋଡ୍ ସାମୁଦ୍ରିକ ଏବଂ ମୁହାଣମାଛମାନଙ୍କୁ ସଂକ୍ରମିତ କରି ସେମାନଙ୍କ ବୃଦ୍ଧିକୁ ପ୍ରଭାବିତ କରିଥାଏ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଗବେଷକମାନେ ଭାରତୀୟ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା (ଜେଡ୍ଏସ୍ଆଇ) ସହଯୋଗରେ ବାହାବଳପୁର ଓ ଗୋପାଳପୁର ଉପକୂଳରେ ଏକ ନୂଆ ପ୍ରଜାତିର ସାମୁଦ୍ରିକ ପରଜୀବୀ ଆଇସୋପୋଡ୍ ଆବିଷ୍କାର କରିଛନ୍ତି। ଏହାର ନାମକରଣ ‘ଲୋବୋଥୋରାକ୍ସ ଭାରତ’ ନାମରେ କରାଯାଇଛି। ଅନୁସନ୍ଧାନ ଜାତୀୟ ଗବେଷଣା ପ୍ରତିଷ୍ଠାନ ଆର୍ଥିକ ଅନୁଦାନରେ ବିଭାଗ ପକ୍ଷରୁ ଗବେଷଣା ଆରମ୍ଭ ହୋଇଥିଲା। … Continue reading ମିଳିଲା ନୂଆ ପ୍ରଜାତିର ସାମୁଦ୍ରିକ ପରଜୀବୀ ଆଇସୋପୋଡ