ବିଜେଡିରେ ନ୍ୟୁ-ନର୍ମାଲ: ପାଣ୍ଡିଆନ୍ଙ୍କୁ ନେଇ ଚଳିବା ଶିଖ
ବୁଧବାର ବିଜୁ ଜନତା ଦଳର ମୁଖିଆଙ୍କ ଗଣମାଧ୍ୟମରେ ଆବିର୍ଭାବ ପରେ ଏବେ ଦଳରେ ତରୁଣତୁର୍କୀଙ୍କ ମଧ୍ୟରେ ନୀରବତା ଆଣିଛି। ଏହା ଝଡ଼ ପୂର୍ବର ନୀରବତା ହୋଇପାରେ ଅବା ପୁଣି ନ୍ୟୁ-ନର୍ମାଲର ସୂଚନା। ଅର୍ଥାତ୍ ବିଜେଡିର ପୁରୁଣା, ନବାଗତଙ୍କ ଭିତରେ ଭାଗବଣ୍ଟା ହୋଇପାରେ ବା ପାଣ୍ଡିଆନ୍ଙ୍କୁ ନେଇ ଚଳିବାର ଶିକ୍ଷା ଦେଇପାରେ। ଏ ବିଷୟକୁ ଆଧାର କରି ଆଜିର ଆଲୋଚନା। ଏପ୍ରିଲ୍ ୩ ତାରିଖ ସନ୍ଧ୍ୟାରୁ ରାଜ୍ୟ ରାଜନୀତିରେ ପୁଣିଥରେ ମୁଣ୍ଡ ଟେକିଥିଲା ବିଜେଡିରେ ବିଭାଜନ ଭୟ। ହଠାତ୍ … Continue reading ବିଜେଡିରେ ନ୍ୟୁ-ନର୍ମାଲ: ପାଣ୍ଡିଆନ୍ଙ୍କୁ ନେଇ ଚଳିବା ଶିଖ
Copy and paste this URL into your WordPress site to embed
Copy and paste this code into your site to embed